ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ଆକ୍ରାନ୍ତ

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଦୁନିଆରେ ‘ସଙ୍ଗୀତର ବୁଲବୁଲ୍’ ଭାବେ ପରିଚିତ କୋକିଳକଣ୍ଠୀ ଲତା ମଙ୍ଗେସକର କରୋନା ଆକ୍ରାନ୍ତ ହୋଇଛନ୍ତି। ସ୍ବାବ ନମୁନା ପଜିଟିଭ ଆସିବାରୁ ତାଙ୍କ ବୟସକୁ ଦେଖି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ବ୍ରିଚକ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ନଭେମ୍ବର ୨୦୧୯ରେ ଲତା ମଙ୍ଗେସକର ଛାତି ଜନିତ ସମସ୍ୟା ହେତୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଲତା … Continue reading ସ୍ବରସମ୍ରାଜ୍ଞୀ ଲତା ମଙ୍ଗେସକର କରୋନା ଆକ୍ରାନ୍ତ